Jump to content

ଖୋଳପା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋଳପା
ଉଚ୍ଚାରଣ: Khoḻapā
খোলা खाल খোলস

ଦେ. ବି. (ସଂ. ଖୋଳ) —

୧: ଉପରିସ୍ଥ ଆବରଣ; ଛାଲ — ୧. Outer covering.

୨: ବକଳ —୨. Bark.

୩: ଶୁଖିଯିବା ଘା ବା ବସନ୍ତରୁ ଛାଡ଼ି ପଡ଼ିବା ଚୋପା ବା ମଲା ଚମ; ବକୁଳି — ୩. The skin or slough falling off a recovered sore or small-pox.

୪: ଗୁଆଗଛ; ବାଉଁଶ, କଦଳୀଗଛଆଦିର ମୂଳକୁ ପ୍ରଥମେ ଆବୃତ କରି ରଖିଥିବା ଆବରଣ ବା ଉପପତ୍ର — ୪. Stepule or bract.

୫: ସାପ ଦେହରୁ ଛାଡ଼ିଥିବା ଚୋପା — ୫. Slough of a serpent.