ଖୋଳାଖୋଳି
ଦେଖଣା
ଖୋଳାଖୋଳି —
ଉଚ୍ଚାରଣ: Khoḻākhoḻi
ଦେ. ବି —
୧: ଖୋଳିବାର କର୍ମମାନ — ୧. Acts of khoḻibā.
୨: ପରସ୍ପର ଛିଦ୍ର କୁହାକୋହି ହେବା — ୨. Mutural recriminations consisting of exposing each other,s faults or family- secrets.
ଦେ. ବିଣ —
ପରସ୍ପର ଛିଦ୍ର କୁହାକୋହି ହେଉଥିବା — Exposing each other's faults or family-secrets.
ଦେ. କ୍ରି. ବିଣ —
ସ୍ପଷ୍ଟ ଓ ସରଳ ରୂପେ — Frankly and plainly.