ଖୋଳେଇ ହେବା
ଦେଖଣା
ଖୋଳେଇ ହେବା —
ଉଚ୍ଚାରଣ: Khoḻei hebā
ଦେ. କ୍ରି —
ସ୍ବଦୋଷ ପ୍ରକାଶରେ ସହାୟତା କରିବା; ନିଜେ ପ୍ରଥମେ କଳିର ସୂତ୍ରପାତ କରିବାଦ୍ବାରା ଆପଣାର ଦୁର୍ଗୁଣ ପ୍ରକାଶ କରିବା ନିମନ୍ତେ ଅନ୍ୟବ୍ୟକ୍ତିକୁ ବାଧ୍ୟ କରିବା —To provoke a person to expose one's ownself.