ଖୋଳ ପର୍ବତ ମାର ମୂଷା
ଦେଖଣା
ଖୋଳ ପର୍ବତ ମାର ମୂଷା —
ଉଚ୍ଚାରଣ: Khoḻa parbata māra mūshā
ଦେ. ପ୍ରବଚନ —
ମୂଷାକୁ ମାରିବା ନିମନ୍ତେ ପର୍ବତକୁ ଖୋଳିବା ନ୍ୟାୟ — To dig through a mountain to kill a mouse hidden in it.
[ଦ୍ର—ବହୁ ପରିଶ୍ରମ କରି ଅଳ୍ପ ବା ଅକିଞ୍ଚିତ୍କର ଫଳ ପାଇବା ସ୍ଥଳରେ ଏ ପ୍ରବଚନ ପ୍ରଯୁଜ୍ୟ ହୁଏ]