ଖୋସାଣିଫିଟା (ଭୋଜନ)
ଦେଖଣା
ଖୋସାଣିଫିଟା (ଭୋଜନ) —
ଉଚ୍ଚାରଣ: Khosaṇuphiṭā
টাঁক্খোলা
ଦେ. ବିଣ —
ଅତିରିକ୍ତ (ଭୋଜନ) — Excessive (eating).
[ଦ୍ର—ଯଥା—ଖୋସଣିଫିଟା ଭୋଜନ=ଯେଉଁ ଭୋଜନ କଲେ ଭୋଜନାଧିକ୍ୟ ଯୋଗୁଁ ପେଟର କଳେବର ବଢ଼ି ଯିବାରୁ ପେଟ ମଝିରେ (ଲହି ଉପରେ) କସିକରି ପିନ୍ଧା ଯାଇଥିବା ଲୁଗାକୁ ହୁଗୁଳା କରିବା ପାଇଁ ଖୋସାଣି ଫିଟାଇବା ଆବଶ୍ୟକ ହୁଏ]