Jump to content

ଖୋସାଣି ଫିଟାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋସାଣି ଫିଟାଇବା
ଉଚ୍ଚାରଣ: Khosaṇi phiṭāibā
টাঁক্খোলা गिरहखुलना, गाँठखुलना

ଦେ. କ୍ରି —

ଅଣ୍ଟା ନିକଟରେ ପଡ଼ିଥିବା ପିନ୍ଧା ତୁଗାର ଗଣ୍ଠିକୁ ଶ୍ଳଥ ବା ଉନ୍ମୁକ୍ତ କରିବା — To slacken the lion-cloth by untying the knot.