Jump to content

ଖୋସାଣି ମାରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୋସାଣି ମାରିବା
ଉଚ୍ଚାରଣ: Khosaṇi māribā
টাঁক্মারা शिरहमारना

ଦେ. କ୍ରି —

୧: ପିନ୍ଧିବା ଲୁଗାକୁ କସି କରି ପିନ୍ଧିବା ନିମନ୍ତେ ପିନ୍ଧା ଲୁଗାକୁ ଅଂଶକୁ ଦୃଢ଼କରି ଅଣ୍ଟାର ଏକପାଖରେ ଖୋସିବା —୧. To tie the lion-cloth into a knot after tucking it round the waist.

୨: ଖୋସିଣିଗଣ୍ଠ ମଧ୍ୟରେ କୌଣସି କ୍ଷୁଦ୍ର ପାଦାର୍ଥ (ଯଥା— ଟଙ୍କା, ପଇସା, କରାଟ, ଡବା ଇତ୍ୟାଦି) ରଖିବା — ୨. To put any small article (e.g. cash etc) in the knot of the waist-cloth.