ଖ୍ଯା
ଦେଖଣା
ଖ୍ୟା (ଧାତୁ) —
ଉଚ୍ଚାରଣ: Khyā (root)
ସଂ —
୧: କହିବା — ୧. To tell.
୨: ପ୍ରଚାରକରିବା — ୨. To declare; to publish.
୩: ନାମରେ ଖ୍ୟାତ ହେବା; କୁହାଯିବା — ୩. To be called or styled.
୪: ବିଖ୍ୟାତ ହେବା —୪. To be famous.
୫: ଜ୍ଞାତ ହେବା —୫. To be known.