Jump to content

ଖ୍ଯାତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖ୍ୟାତ
ଉଚ୍ଚାରଣ: Khyāta

(ଖ୍ୟାତି—ବି)

ସଂ. ବିଣ. (ଖ୍ୟା ଧାତୁ=କହିବା+କର୍ମ. ତ) —

୧: କଥିତ —୧. Spoken.

୨: ପ୍ରସିଦ୍ଧ; ବିଖ୍ୟାତ — ୨. Renowned; famous; celebrated;

ନାତ ହୋଇଣ ଖ୍ୟତ ହୋଇଲେ ବଳରେ—କୃଷ୍ଣସିଂହ. ମହାଭାରତ ଆଦି

୩: ପ୍ରକାଶିତ; ସର୍ବତ୍ର ଘୋଷିତ; ପ୍ରକଟିତ — ୩. Widely published.

୪: ନାମରେ ଡକା ୟାଉଥିବା; ଆହୂତ — ୪. Called; styled; termed.

୫: ଜ୍ଞାତ —୫. Known.

ସଂ. ବି. (+ଭାବ.ତ) —

୧: ଇସ୍ତହାର — ୧. Proclamation.

୨: ଉଲ୍ଲେଖ —୨. Mention (Apte).