ଖ୍ଯାତଗର୍ହଣ
ଦେଖଣା
ଖ୍ୟାତଗର୍ହଣ —
ଉଚ୍ଚାରଣ: Khyātagarhaṇa
(ଖ୍ୟାତଗର୍ହଣା—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହି; ଖ୍ୟାତ=ପ୍ରସିଦ୍ଧ+ଗର୍ହଣ= ନିନ୍ଦା) —
ୟାହାର ନିନ୍ଦା ଲୋକରେ ବିଖ୍ୟାତ, ପ୍ରସିଦ୍ଧ ବା ଘୋଷିତ ହୋଇଅଛି; ଲୋକନିନ୍ଦିତ —Notorious.