ଶବ୍ଦାର୍ଥ:
ଖ୍ୟାତନାମା — ଉଚ୍ଚାରଣ: Khyātanāmā
ସଂ. ବିଣ. (ବହୁବ୍ରୀହି; ଖ୍ୟାତ+ନାମନ୍; ୧: ମା. ୧: ବ) —
ଲୋକପ୍ରସିଦ୍ଧ —Famous.