ଖ୍ଯାତି
ଦେଖଣା
ଖ୍ୟାତି —
ଉଚ୍ଚାରଣ: khyāti
(ଖ୍ୟାତ—ବିଣ)
ସଂ. ବି. (ଖ୍ୟା ଧାତୁ+ଭାବ.ତ) —
୧: ପ୍ରସିଦ୍ଧ; ୟଶଃ — ୧. Fame; glory; celebrity; renown; reputation.
୨: ନାମ —୨. Name; appellation.
୩: ଉପାଧି —୩. Title.
୪: ପ୍ରଶଂସା —୪. Praise.
୫: ଜ୍ଞାନ —୫. Knowledge (Apte).
୬: ବର୍ଣ୍ଣନ; ଉଲ୍ଲେଖ —୬. Narration (Apte)