Jump to content

ଖ୍ଯାତିବିରୁଦ୍ଧତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖ୍ୟାତିବିରୁଦ୍ଧତା
ଉଚ୍ଚାରଣ: Khyātibiruddhatā

ସଂ. ବି —

ଅର୍ଥଦୋଷବିଶେଷ — A fault in composition.

[ ଦ୍ର—ଲୋକପ୍ରସିଦ୍ଧ ବା କବିସମୟପ୍ରସିଦ୍ଧ ବିଷୟ ବିପରୀତ— ଭାବରେ ବର୍ଣ୍ଣିତ ହେଲେ ଏହି ଦୋଷ ହୁଏ, ଯଥା —

ରବିକରେ ମ୍ଳାନ କମଳ ପରାଏ ଖଣ୍ଡିତ ମୃଣାଳ ଗଳେ ଶୋଭା ପାଏ—ମୃତ୍ଯୁଞ୍ଜୟ. ନଗାଜ]