Jump to content

ଖ୍ଯାତିମାନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖ୍ୟାତିମାନ୍
ଉଚ୍ଚାରଣ: Khyātimān
(ଖ୍ୟାତିମତୀ—ସ୍ତ୍ରୀ)

ସଂ. ବିଣ. ପୁଂ. (ଖ୍ୟାତି+ମତ୍; ୧: ମା.୧: ବ.) —

ପ୍ରସିଦ୍ଧ —Renowned; famous.