Jump to content

ଖ୍ଯାତ୍ଯାପନ୍ନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖ୍ୟାତ୍ୟାପନ୍ନ
ଉଚ୍ଚାରଣ: Khyātyāpanna

ସଂ. ବିଣ. (୩: ୟା ତତ୍; ଖ୍ୟାତି+ଆପନ୍ନ) —

ପ୍ରସିଦ୍ଧ; ଜଗଦ୍ବିଖ୍ୟାତି — World-famed; famous.