ଖ୍ଯାପକ
ଦେଖଣା
ଖ୍ୟାପକ —
ଉଚ୍ଚାରଣ: Khyāpaka
(ଖ୍ୟାପିକା—ସ୍ତ୍ରୀ)
ସଂ. ବିଣ. ପୁଂ (ଖ୍ୟା ଧାତୁ+ଣିଚ୍=ଖ୍ୟାପି ଧାତୁ+କର୍ତ୍ତୃ. ଅକ) —
୧: ପ୍ରଚାରକ; ଘୋଷଣାକାରୀ — ୧. Publishing; declaring.
୨: ପ୍ରକାଶକ —୨. Divulging.
୩: ବିଖ୍ୟାତକାରୀ —୩. Celebrating.