Jump to content

ଖ୍ଯାପନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖ୍ୟାପନ
ଉଚ୍ଚାରଣ: Khyāpana

ସଂ. ବି. (ଖ୍ୟା ଧାତୁ+ଣିଚ=ଖ୍ୟାପି ଧାତୁ+ଭାବ. ଅନ) —

୧: ଘୋଷଣା —୧. Publicatio.

୨: ପ୍ରଚାର —୨. Declaration.

୩: କୀର୍ତ୍ତନ; କଥନ —୩. Speaking.

୪: ପ୍ରସିଦ୍ଧ କରିବା —୪. Celebrating.