Jump to content

ଖ୍ରୀଷ୍ଟମସ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖ୍ରୀଷ୍ଟମସ୍
ଉଚ୍ଚାରଣ: Khrīshṭamas
খ্রীষ্টমাস बड़ादीन

ବୈଦେ. ବି. (ଇଂ) —

ଖ୍ରୀଷ୍ଟାନ୍ମାନଙ୍କର ବର୍ଷର ଡ଼ିସମ୍ବର ମାସ ୨୫: ତାରିଖରେ ହେବା ଉତ୍ସବ (ସେ ଦିନ ୟୀଶୁ— ଖ୍ରୀଷ୍ଟ ଜନ୍ନଗ୍ରହଣ କରିଥିଲେ) — Chistmas