Jump to content

ଖ୍ରୀଷ୍ଟମସ୍ କାର୍ଡ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖ୍ରୀଷ୍ଟମସ୍ କାର୍ଡ
ଉଚ୍ଚାରଣ: Khrīshṭamas Kāṟḍ̠
খ্রীষ্টমাস কাড় खष्टमास कारड

ବୈଦେ. ବି. (ଇଂ) —

ଖ୍ରୀଷ୍ଟାମସ୍—ପର୍ବ ଉପଲକ୍ଷରେ ବନ୍ଧୁମାନେ ପରସ୍ପର ନିକଟକୁ ଫଠାଇବା ମଙ୍ଗଳକାମନା— ସୂଚକ ପତ୍ର (ଏ ପ୍ରଥା ୧୮୪୫: ସାଲରେ ଇଂଲଣ୍ଡବାସୀ ସାର୍ ହେନେରୀ କୋଲ୍ ପ୍ରଥମେ ପ୍ରବର୍ତ୍ତାଇ ଥିଲେ) —Christmas-card.