Jump to content

ଖ୍ରୀଷ୍ଟାଦ୍ଦ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖ୍ରୀଷ୍ଟାଦ୍ଦ
ଉଚ୍ଚାରଣ: Khrīshṭābda
খ্রীষ্টাঝ इसाइ सन

ଦେ. ବି. (ଇଂ. ଖ୍ରୀଷ୍ଟ+ସଂ. ଅଦ୍ଦ) —

ୟାଶୁ ଖ୍ରୀଷ୍ଟଙ୍କ ଜନ୍ନଠାରୁ ଗଣା ୟାଉଥିବା ବର୍ଷ — A. D. year computed from the birth of Jesus Christ.

[ ଦ୍ର—ମୋଟାମୋଟି କହିବାକୁ ଗଲେ ଶକାଦ୍ଦରେ ୭୯: ଯୋଗ କଲେ ଖ୍ରୀଷ୍ଟାଦ୍ଦ ଧରା ପଡ଼େ ଖ୍ରୀଷ୍ଟାଦ୍ଧ ଜାନୁଆରୀମାସରୁ ଆରମ୍ଭ ହୁଏ ଓଡ଼ିଆ ସନ କନ୍ୟ ବା ଆଶ୍ବିନ ମାସରୁ ଆରମ୍ଭ ହୁଏ ]