ଗଇଁଠାଗଅଁଠି
ଦେଖଣା
ଗଇଁଠାଗଅଁଠି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଇଁଠାଗଅଁଠି
|
ଦେଶଜ - ବିଶେଷଣ - (ସଂସ୍କୃତ - ଗ୍ରନ୍ଥି)
[ସମ୍ପାଦନା]- ୧. ଯେଉଁ ଦୁଇଜଣଙ୍କ ପିନ୍ଧାଥିବା ଲୁଗା ପରସ୍ପର ଗଣ୍ଠିଦ୍ୱାରା ଆବଦ୍ଧ ହୋଇଥାଏ — ୧. Having one's cloth tied to another's by the ends.
- ୨. ପରସ୍ପର ଗଣ୍ଠି ପଡ଼ି ଛନ୍ଦାଛନ୍ଦି ହୋଇଥିବା — ୨. Tied to or bound with each other.
- ୩. ଛନ୍ଦାଛନ୍ଦି — ୩. Knotted together; entangled.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବହୁ ବସ୍ତୁକୁ ଗଣ୍ଠିଦ୍ୱାରା ସଂଯୁକ୍ତ କରିବା କର୍ମ — Act of tying many things into knots.