Jump to content

ଗଇଁଠାପାଉଁଶ

ଉଇକିଅଭିଧାନ‌ରୁ

ଗଇଁଠାପାଉଁଶ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୁଣ୍ଟିକ=ବନସ୍ଥକରୀଶ+ପାଂଶୁ; କିମ୍ୱା ଗୋବିଷ୍ଠା+ପାଂଶୁ)

[ସମ୍ପାଦନା]

ଗୋବର ଲଣ୍ଡିକୁ ନିଆଁରେ ପୋଡ଼ିଲେ ତହିଁରୁ ଯେଉଁ ପାଉଁଶ ହୁଏ — Ashes produced by burning cowdung in its natural shape.