ଗଇଁଠାଳ
ଦେଖଣା
ଗଇଁଠାଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରନ୍ଥିଳ)
[ସମ୍ପାଦନା]ବିବାହସମୟରେ ବିବାହ ବେଦିରେ ବରର ଚଦର (ପାଞ୍ଚ) ଓ କନ୍ୟାର ଓଢ଼ଣୀ (ବଉଳପାଟ)କୁ ସଂଯୁକ୍ତ କରିବା ନିମନ୍ତେ ପକାଯିବା ଗଣ୍ଠି ବା ଗ୍ରନ୍ଥି — Marital Knot; knotting of one and of the bride's sheet with that of the bride groom.