ଗଇନ୍ତି
ଦେଖଣା
ଗଇନ୍ତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଇନ୍ତି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଖନିତ୍ର)
[ସମ୍ପାଦନା]ମାଟି ଖୋଳିବା ନିମନ୍ତେ ହାତୁଡ଼ାଲଗା ମୁନିଆଁ କାଙ୍କବିଶେଷ (ଏହାର ଏକ ପାଖେ ମୁନ ଓ ଏକ ପାଖେ ଦାଢ଼ ଥାଏ) — Pickaxe sharpened at one end and pointed at the other.