Jump to content

ଗଇ କାଢ଼ିବା

ଉଇକିଅଭିଧାନ‌ରୁ

ଗଇ କାଢ଼ିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. କର୍ଣ୍ଣରୁ ଖଡ଼ିକା ବା ନହୁରୁଣିର ପଛଦ୍ୱାରା ମଳ ବାହାର କରିବା —୧. To bring out the wax from the ear.
୨. (ଲକ୍ଷଣାର୍ଥ) ଅନ୍ୟ ବ୍ୟକ୍ତିର ଗୁପ୍ତ ଦୋଷ ବା କଳଙ୍କ ପ୍ରକାଶ କରିବା — ୨. (figurative) To publish or expose another's family-secrets or scandals.