ଗଉଁଆଁ

ଉଇକିଅଭିଧାନ‌ରୁ

ଗଉଁଆଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ହିନ୍ଦୀ - ଗୌ ଦାର୍)[ସମ୍ପାଦନା]

୧. ଗର୍ବିତ —୧. Proud; arrogant.
୨. ଅଭିମାନୀ —୨. Sullen.
୩. ଯେଉଁ ଲୋକର ମନମରଜି ବୁଝିବା କଷ୍ଟକର; ଗମ୍ଭୀର —୩. Grave; a person whose mind it is very difficult to fathom.