ଗଉଡ଼ଗୋଠିଆ
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଗାଈଆଳ; ଗୋରୁଜଗୁଆଳ — A cowherd.
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ଗଉଡ଼ଗୋଖା (ଦେଖ) - ୧. Gauṟḍ̠agokhā (See)
- ୨. ଯେଉଁ ଗାଈମାନେ ଗଉଡ଼ଙ୍କ ଗୋଠରେ ଗୋରୁପଲଙ୍କ ସଙ୍ଗେ ରହି ଏକତ୍ର ବିଚରଣ କରନ୍ତି — ୨. (kine) Which herd together in a cowherd's flock.