ଗଉଡ଼ିଆ ବଇଷମ

ଉଇକିଅଭିଧାନ‌ରୁ

ଗଉଡ଼ିଆ ବଇଷମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ଗୌଡ଼ୀୟ ବୈଷ୍ଣବ)[ସମ୍ପାଦନା]

ଗଙ୍ଗାଠାରୁ ଋଷିକୁଲ୍ୟା ପର୍ଯ୍ୟନ୍ତ ଯେଉଁ ଗଉଡ଼ମାନେ ଅଚ୍ୟୁତାନନ୍ଦ ଗୋସ୍ୱାମୀ ଓ ତାଙ୍କ ଶିଷ୍ୟପ୍ରଶିଷ୍ୟଙ୍କଦ୍ୱାରା ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଅଛନ୍ତି ସେହିମାନେ —The cow- herds who were initiated into B&aline;;i̱shṇabism by Achutānanda Dāsa and his disciples.