Jump to content

ଗଉର ହେବା

ଉଇକିଅଭିଧାନ‌ରୁ

ଗଉର ହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ଆରବୀ - ଗୌର୍)

[ସମ୍ପାଦନା]

(କୌଣସି ବିଷୟ କୌଣସି ବ୍ୟକ୍ତିଙ୍କର) ଅବଗତିକୁ ଆସିବା — To come to one's knowledge or cognisance.