ଗଗନକୁସୁମ

ଉଇକିଅଭିଧାନ‌ରୁ

ଗଗନକୁସୁମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ. ଗଗନରେ କଳ୍ପିତ କୁସୁମ)[ସମ୍ପାଦନା]

୧. ଅଲଭ୍ୟବସ୍ତୁ —୧. Unattainable thing.
୨. ଆକାଶରେ ଫୁଟିବା ଫୁଲ; ଅସମ୍ଭବ କଥା — ୨. An unreal thing.

ଗଗନକୁସୁମ ପରି ଏଥି ଶ୍ରମ କବିସୂର୍ଯ୍ୟ. କିଶୋରୀ ଚମ୍ପୂ