ଗଗନଗତି
ଦେଖଣା
ଗଗନଗତି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଗଗନରେ ଗତି ଯାହାର)
[ସମ୍ପାଦନା]- ୧. ଦେବତା —୧. Deity.
- ୨. ଗ୍ରହ —୨. Planet.
- ୩. ପକ୍ଷୀ —୩. Bird.
- ୪. ଦେବଯୋନୀ —୪. Celestial being.
- ୫. ରାଶିଚକ୍ର —୫. Zodiac sign.
- ୬. ନକ୍ଷତ୍ର —୬. Star; lunar mansion.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଆକାଶଚର — Moving in the sky.