ଗଗନଭେଦୀ
ଦେଖଣା
ଗଗନଭେଦୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଗଗନ+ଭିଦ ଧାତୁ+କର୍ତ୍ତୃ. ଇନ୍, ୧ମା. ୧ବ.)
[ସମ୍ପାଦନା]- ୧. ଗଗନଚୁମ୍ୱିତ (ଦେଖ) - ୧. Gaganachumbita (See)
- ୨. ଯେଉଁ ଶବ୍ଦ ଆକାଶକୁ ଭେଦ କରେ; (ଅତ୍ୟୁଚ୍ଚଧ୍ୱନି); ଉଚ୍ଚୈଃ (ସ୍ୱର) — ୨. Very loud (sound); rending the sky.