Jump to content

ଗଗନମଣ୍ଡଳ

ଉଇକିଅଭିଧାନ‌ରୁ

ଗଗନମଣ୍ଡଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗଗନ+ମଣ୍ଡଳ)

[ସମ୍ପାଦନା]

ଆକାଶ; ଅନ୍ତରୀକ୍ଷ; ନଭୋମଣ୍ଡଳ; ଶୂନ୍ୟମଣ୍ଡଳ — Sky; firmament; the space; welkin.