ଗଗନାମ୍ୱୁ

ଉଇକିଅଭିଧାନ‌ରୁ

ଗଗନାମ୍ୱୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଗଗନ+ଅମ୍ୱୁ)[ସମ୍ପାଦନା]

ବର୍ଷାଜଳ; ମେଘଜଳ —Rain-water.

(ଯଥା—ବୈଦ୍ୟକ ଅନୁସାରେ ଏହା ତ୍ରିଦୋଷଘ୍ନ, ବଳକାରକ, ରସାୟନ, ଶୀତଳ ଓ ବିଷନାଶକ)