ଗଗରା

ଉଇକିଅଭିଧାନ‌ରୁ

ଗଗରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର, ଗଡ଼ଜାତ) ବି— (ସଂସ୍କୃତ - ଗର୍ଗର= କଳଶା; ତୁଳ. ହିନ୍ଦୀ - ଗଗରା)[ସମ୍ପାଦନା]

ତମ୍ୱା ବା ପିତଳର ବଡ଼ ଗରା ବା ମାଠିଆ — A big water-jar made of brass or other metal.

ଗଡ଼ୁଆ ଗଗରା କେତେ ବାସନ, କେତେ ଯାଚି ଦେଲେ ହୋଇ ପ୍ରସନ୍ନ ବ୍ରଜନାଥ ସମର ତରଙ୍ଗିଣୀ