Jump to content

ଗଙ୍ଗାକୂଳିଆ

ଉଇକିଅଭିଧାନ‌ରୁ

ଗଙ୍ଗାକୂଳିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଗଙ୍ଗା ନଦୀର କୂଳରେ ଜାତ — ୧. Produced on the shores of the Ganges.
୨. ଗଙ୍ଗାକୂଳରେ ସ୍ଥିତ —୨. Situate on the Ganges.
୩. ଗଙ୍ଗବଂଶୀୟ —୩. Pertainting to the Gaṅga dynasty of Orissa-kings.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କାଗଜା; ଏକପ୍ରକାର ବଡ଼ କାଗଜୀଲେମ୍ୱୁ — A kind of oval lime-fruit.