ଗଙ୍ଗାପୁତ୍ର

ଉଇକିଅଭିଧାନ‌ରୁ

ଗଙ୍ଗାପୁତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗଙ୍ଗା+ ପୁତ୍ର)[ସମ୍ପାଦନା]

୧. ଭୀଷ୍ମ — ୧. Bhīshma the son of Sāntanu.
୨. କାର୍ତ୍ତିକେୟ — ୨. Kārttikeya, the foster son of Gaṅgā.
୩. କାଶୀକ୍ଷେତ୍ରରେ ଯେଉଁ ବ୍ରାହ୍ମଣ୍ଡମାନେ ଗଙ୍ଗାକୂଳରେ ଯାତ୍ରୀମାନଙ୍କୁ ସଂକଳ୍ପ କରାଇ ସେହି ଭୋଗ ଓ ଦାକ୍ଷିଣାଦ୍ୱାରା ଜୀବିକା ନିର୍ବାହ କରନ୍ତି — ୩. Brāhmaṇas of Benares who subsists upon the offreings made to the Ganges by pilgrims.


୪. ବ୍ରହ୍ମବୈବର୍ତ୍ତପୁରାଣ ଅନୁସାରେ ଲେଟ ପିତା ଓ ତୀବରୀ- ମାତା ଗର୍ଭସଂଭୂତ ବର୍ଣ୍ଣସଙ୍କର ଜାତିବିଶେଷ (ହିନ୍ଦୀ - ଶବ୍ଦ- ସାଗର) —୪. Name of a mongrel caste.