ଗଙ୍ଗାବାଡ଼ି

ଉଇକିଅଭିଧାନ‌ରୁ

ଗଙ୍ଗାବାଡ଼ି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ପ୍ରାଚୀନ କଳିଙ୍ଗର ଏକ ପ୍ରଧାନ ନଗର (ବର୍ତ୍ତମାନ ପାରଳାଖେମଣ୍ଡିର ମୁଖଲିଙ୍ଗ ନଗର) — A famous town of ancient Kaḻiṅga (the modern Mukhaliṅgam in Pāraḻākhemuṇḍi).

[ଦ୍ରଷ୍ଟବ୍ୟ —କେଶରୀବଂଶର ରାଜା ଅନନ୍ତବର୍ମା ଦାକ୍ଷିଣାତ୍ୟର କର୍ଣ୍ଣାଟ- ପ୍ରଦେଶରୁ ଆସି ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ଦକ୍ଷିଣ-କଳିଙ୍ଗର ଯେଉଁ ସ୍ଥାନ ଅଧିକାର କରିଥିଲେ ତାହା 'ଗଙ୍ଗବାଡ଼ି' ନାମରେ ଖ୍ୟାତ ଥିଲା ସେହି ରାଜ୍ୟର ରାଜଧାନୀର (ବର୍ତ୍ତମାନ ପାରଳା- ଖେମୁଣ୍ଡିର ମୁଖଲିଙ୍ଗ ନଗରୀ) ନାମ 'ଗଙ୍ଗାବାଡ଼ି' ଥିଲା ଗଙ୍ଗାବାଡ଼ିରେ ରାଜତ୍ୱ କରିବାରୁ ଅନନ୍ତବର୍ମାଙ୍କ ବଂଶ 'ଗଙ୍ଗାବଂଶ' ନାମରେ ପରିଚିତ ଅନନ୍ତବର୍ମା ପ୍ରଥମେ ଗଙ୍ଗାବାଡ଼ି ଅଧିକାର କଲେ ଓ ଅଳ୍ପକାଳ ସମସ୍ତ ଗଙ୍ଗବଂଶର (ଖ୍ରୀଷ୍ଟୀୟ ୧୪୨: -୧୪୩୫: ) ପ୍ରଭାବ ସମସ୍ତ ଦକ୍ଷିଣ—କଳିଙ୍ଗ ଅର୍ଥାତ୍ ସୀମାଚଳଠାରୁ ଋଷିକୁଲ୍ୟ ଓ ଜୟପୁର- ଅଞ୍ଚଳରେ ବିସୃତ ହେଲା (କୃପାସିନ୍ଧୁ. ଉତ୍କଳ ଇତିହାସ ଓ ଜଗବନ୍ଧୁ. ପ୍ରାଚୀନ ଉତ୍କଳ)]