ଗଙ୍ଗାବାଲି

ଉଇକିଅଭିଧାନ‌ରୁ

ଗଙ୍ଗାବାଲି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗଙ୍ଗାନଦୀ-ଗର୍ଭର ବାଲି — ୧. The sand of river Ganges.
୨. ଲୋକେ ପରସ୍ପର ମୁହଁରେ ଗଙ୍ଗାବାଲି କଣିକାଏ ଦେଇ ବସିବା ବନ୍ଧୁତା — ୨. Friendship set up between two persons by putting a little of the sand of the Ganges into each other's mouth.