ଗଙ୍ଗାଯମୁନା

ଉଇକିଅଭିଧାନ‌ରୁ

ଗଙ୍ଗାଯମୁନା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଗଙ୍ଗାର ଜଳ ଶୁଭ୍ର ଓ ଯମୁନାର ଜଳ କୃଷ୍ଣବର୍ଣ୍ଣ; ଏହି ଦୁଇ ନଦୀର ସଙ୍ଗମ ସ୍ଥଳରେ ଗଙ୍ଗାଯମୁନାର ଜଳ ସ୍ୱତନ୍ତ୍ର ହୋଇ ବାରି ହେଉ- ଥିବାରୁ)[ସମ୍ପାଦନା]

୧. ସ୍ପଷ୍ଟଭାବରେ ସ୍ୱତନ୍ତ୍ର ଜଣା- ଯାଉଥିବା ଦ୍ୱିବର୍ଣ୍ଣ ଦ୍ରବ୍ୟର ମିଶ୍ରଣ — ୧. Mixture of two things of district colour.

(ଯଥା—ଢାଳ, ଶାଲ, ଲୁଗା, ମାଳା ଓ ଅଳଙ୍କାର ଇତ୍ୟାଦି)

୨. ସ୍ପଷ୍ଟରୂପେ ପୃଥକ୍ ଜଣାପଡ଼ୁଥିବା ସୁନାରୂପାରେ ନିର୍ମିତ ଭୂଷଣ; ପିତଳ ଓ ତମ୍ୱାନିର୍ମିତ ପଦାର୍ଥ — ୨. An article or ornament made of two metals (silver and gold; brass and copper etc) which appear separately on it.
୩. ଧଳା ଓ କଳା କଣ୍ଠି ଗୁନ୍ଥା ହୋଇଥିବା ମାଳା; ଧଳା ଓ ନେଳି ଫୁଲର ଗୁନ୍ଥା ମାଳ —୩. A garland having flowers or beads of separate colours in groups strung together.