Jump to content

ଗଙ୍ଗାରାମ୍

ଉଇକିଅଭିଧାନ‌ରୁ

ଗଙ୍ଗାରାମ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତୋତାକୁ ପଢାଇବା ବେଳେ ତୋତାକୁ ଡ଼ାକିବା ନାମ —A fond name by which parrots are addressed while being taught to talk.


(ଯଥା—"ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ରାମ୍ ରାମ୍, ପଢ଼୍ ବାବା ଗଙ୍ଗାରାମ!")