Jump to content

ଗଙ୍ଗୁଆ

ଉଇକିଅଭିଧାନ‌ରୁ

ଗଙ୍ଗୁଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ପ୍ରାଚୀନ ନାମ ଗନ୍ଧବତୀ)—କ୍ଷୁଦ୍ର ନଦୀବିଶେଷ — Name of a rivulet flowing near Bhubaneṡwara.

[ଦ୍ରଷ୍ଟବ୍ୟ —ଏହି ନଦୀ ପଟିଆ ଅଞ୍ଚଳରୁ ବାହାରି ଭୁବନେଶ୍ୱର ନିକଟରେ ପ୍ରବାହିତ ହୋଇ ଦୟାନଦୀ ସଙ୍ଗେ ମିଶିଅଛି]