Jump to content

ଗଙ୍ଗେଇ

ଉଇକିଅଭିଧାନ‌ରୁ

ଗଙ୍ଗେଇ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗାଙ୍ଗେୟ)

[ସମ୍ପାଦନା]
୧. ଦୀର୍ଘ ସରୁ ଥଣ୍ଟ ଓ ନୀଳ ବର୍ଣ୍ଣ ପକ୍ଷବିଶିଷ୍ଟ ମାଛରଙ୍କା ଚଢ଼େଇ — ୧. King-fisher; a bird (with long beak, and blue body).

[ଦ୍ରଷ୍ଟବ୍ୟ —ଏମାନେ ଶୂନ୍ୟରୁ ଖସି ପାଣିରେ ବୁଡ଼ି ଛୋଟ ଛୋଟ ମାଛ ଧରି ପୁନର୍ବାର ଉପରକୁ ଉଡ଼ି ଯାଆନ୍ତି]

ଅନୁବାଦ

[ସମ୍ପାଦନା]
୨. ତରୁବିଶେଷ — ୨. Malastoma Malabarica (Harines).

[ଦ୍ରଷ୍ଟବ୍ୟ — ଏହି ତରୁ ଛାୟାବହୁଳ ଉପତ୍ୟକା ଓ ନାଳ ପାଣି— ଜାଗାରେ ବଢ଼େ]

ପ୍ରାଦେଶିକ - (ସିଂହଭୁମ) ବିଶେଷ୍ୟ -

[ସମ୍ପାଦନା]

ବାଜରା (ଦେଖ) - Bājarā (See)