ଗଙ୍ଗୋପାଧ୍ୟାୟ

ଉଇକିଅଭିଧାନ‌ରୁ

ଗଙ୍ଗୋପାଧ୍ୟାୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ବଙ୍ଗ) ବିଶେଷ୍ୟ -[ସମ୍ପାଦନା]

ବଙ୍ଗୀୟ ବ୍ରାହ୍ମଣମାନଙ୍କର ବଂଶୋପାଧିବିଶେଷ; ଗାଙ୍ଗୁଲି — One of the family-titles of Bengali-Brāhmaṇas; Gangooly.

[ଦ୍ରଷ୍ଟବ୍ୟ —ବଙ୍ଗୀୟ ବ୍ରାହ୍ମଣମାନଙ୍କର ଚାରିଗୋଟି ବଂଶୋପାଧି ମଧ୍ୟରୁ ୧—ଗଙ୍ଗୋପାଧ୍ୟାୟର ଡ଼ାକ ନାମ—ଗାଙ୍ଗୁଲି; ୨—ଚଟ୍ଟୋପାଧ୍ୟାୟର ଡ଼ାକ ନାମ—ଚାଟୁର୍ଜୀ; ୩—ମୁଖୋପାଧ୍ୟାୟାର ଡ଼ାକ ନାମ—ମୁଖାର୍ଜୀ ଓ ୪— ବନ୍ଦୋପାଧ୍ୟାୟାର ଡ଼ାକ ନାମ—ବାନୁର୍ଜୀ ଏହି ଗଙ୍ଗୋପାଧ୍ୟାୟ ଉପାଧିରୁ ଏମାନେ ପୂର୍ବେ ଗଙ୍ଗାତୀରବାସୀ ଥିଲେ ଓ ଶିକ୍ଷକବୃତ୍ତି କରୁଥିଲେ ବୋଲି ଅନୁମାନ କରାଯାଏ]