Jump to content

ଗଚ୍ଛ

ଉଇକିଅଭିଧାନ‌ରୁ

ଗଚ୍ଛ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗମ୍+କର୍ତ୍ତୃ. ଅ; ନିପାତନ)

[ସମ୍ପାଦନା]
୧. ଗଛ; ବୃକ୍ଷ —୧. Tree.
୨. (ଗଣିତ) ଓଡ଼ାଙ୍କ ବା କ୍ରମ ବୃଦ୍ଧିର ରାଶି ସଂଖ୍ୟା — ୨. The period (i.e. the number of terms) of a progression in mathematics (Apte).