ଗଛ

ଉଇକିଅଭିଧାନ‌ରୁ

ଗଛ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଗଚ୍ଛ)[ସମ୍ପାଦନା]

୧. ବୃକ୍ଷ — Tree.
୨. ଗଛ ପରି ଶାଖାବିଶିଷ୍ଟ ହୋଇ ପୋତାଯିବା ବାଣ — ୨. Fire -works fitted along a bamboo which is driven into the soil.
୩. ବୃକ୍ଷର କାଣ୍ଡ —୩. Trunk of a tree.
୪. ପୋତାଯିବା ବାଣର ସଂଖ୍ୟା — ୪. The number of fire-works arranged along a bamboo which is driven in to the soil.

(ଯଥା—ପାଞ୍ଚଗଛ ବମ୍ୱା଼ଜି)

୫. (ସଂସ୍କୃତ - ଗୁଚ୍ଛ) ଲୋକଙ୍କ ସମୂହ — ୫. Multitude; crowd.
୬. (ପାନବରଜୀ ଭାଷା) ଭୂମିରେ ପୋତା ହୋଇଥିବା ପରସ୍ପର ନିକଟବର୍ତ୍ତୀ ଦୁଇଧାଡ଼ି (ପାଶ) ଇଙ୍କଡ଼କାଠିରେ ମଡ଼ା— ଯାଇଥିବା ପାନଲତା —୬. Two rows of betel- creepers trained on two adjoining rows of reeds driven into the ground.