Jump to content

ଗଛଘିଅ

ଉଇକିଅଭିଧାନ‌ରୁ

ଗଛଘିଅ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଇଉରୋପରୁ ଆମଦାନୀ ହୋଇ ଭାରତକୁ ଆସୁଥିବା ଏକପ୍ରକାର ଉଦ୍ଭିଜ୍ମ ଘୃତ — Vegitable ghee.

[ ଦ୍ର—ଏହା ଘିଅପରି ଚକଣା ଜିନିଷ ମାତ୍ର ଏଥିରେ ବାସନା ନ ଥାଏ ]