ଗଛଜଳା

ଉଇକିଅଭିଧାନ‌ରୁ

ଗଛଜଳା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -[ସମ୍ପାଦନା]

ସ୍ତ୍ରୀ ଲୋକମାନେ ପୁରୁଷଙ୍କୁ ଦେବା ଗାଳିବିଶେଷ — A term of abuse used by females to males.

[ ଦ୍ର—ଯେଉଁ ଲୋକ ମରିଗଲେ ତାହାର ମୃତଦେହ ସହଜରେ ପୋଡ଼ି ହେବନାହିଁ ଓ ପୋଡ଼ିବା ନିମନ୍ତେ ଗଛପରିମାଣରେ କାଠ ଲୋଡ଼ା ହେବ (ଲୋକଙ୍କର ବିଶ୍ୱାସ ଯେ ପାପୀମାନଙ୍କ ଶବ ସହଜରେ ଭସ୍ମରେ ପରିଣତ ହୁଏ ନାହିଁ) ଏହି ଅର୍ଥରେ ଏ ଗାଳି ବ୍ୟବହୃତ ହୁଏ ]