ଗଛମୂଳରେ ବସିବା
ଦେଖଣା
ଗଛମୂଳରେ ବସିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଛମୂଳରେ ବସିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗୃହଶୂନ୍ୟ ହୋଇ ବୃକ୍ଷଚ୍ଛାୟା ଆଶ୍ରୟ କରିବା —୧. To take shelter under a tree after becoming homeless.
- ୨. (ଲକ୍ଷଣାର୍ଥେ) ଆଶ୍ରୟହୀନ ହେବା — ୨. (figurative) To be shelterless and homeless.