ଗଛ ପକାଇବା
ଦେଖଣା
ଗଛ ପକାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗଛ ପକାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗଛକୁ କାଟି ଭୂମିସାତ୍ କରିବା — ୧. To fell down a tree; to bring down a tree to the ground by felling it.
- ୨. ନୂଆ ଗଛ ଲଗାଇବା — ୨. To plant a tree newly.